ମହାରାଷ୍ଟ୍ର ତଡବା ଅନ୍ଧାରୀ ଜାତୀୟ ଉଦ୍ୟାନରୁ ଆସିଲା ଆଉ ଏକ ବାଘୁଣୀ
·1 year ago

ଭୁବନେଶ୍ୱର: ଶିମିଳିପାଳ ଆସିଲା ଜିନତ । ମହାରାଷ୍ଟ୍ର ତଡବା ଅନ୍ଧାରୀ ଜାତୀୟ ଉଦ୍ୟାନରୁ ଆଉ ଏକ ବାଘୁଣୀକୁ ଓଡ଼ିଶା ଅଣାଯାଇଛି । ବାଘୁଣୀର ବୟସ 3 ବର୍ଷ ହୋଇଥିବା ବେଳେ ଏହାର ନା ଜିନତ । ଗତକାଲି ରାତିରେ ବାଘୁଣୀଟି ଶିମିଳିପାଳରେ ପହଁଚିଥିଲା । ଆଜି ବାଘୁଣୀ ଜିନତକୁ ସ୍ପେଶାଲ ଏନକ୍ଲୋଜରରେ ଛଡ଼ାଯିବ । କିଛି ଦିନ ତଳେ ବାଘୁଣୀ ଯମୁନାକୁ ଶିମିଳିପାଳରେ ଛଡା ଯାଇଥିଲା । ଯମୁନା ଏବେ ଶିକାର କରିବା ସହ ଶିମିଳିପାଳ ସହ ନିଜକୁ ଖାପ ଖୁଆଇ ସାରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: