ଅଟୋକୁ ପିଟିଲା ଟିପ୍ପର, ଘଟଣାସ୍ଥଳରେ 4 ମୃତ
·1 year ago

ଜୟପୁର ଥୁରୁଡିପୁଟ ରସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଟୋକୁ ପିଟିଲା ଟିପ୍ପର, ଘଟଣାସ୍ଥଳରେ 4 ମୃତ। ଅଟୋରେ ଥିବା କିଛି ଯାତ୍ରୀ ଗୁରୁତର ଆହତ। ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି।
ଜୟପୁରରେ ଭୟଙ୍କର ଦୁର୍ଘଟଣା । ଅଟୋକୁ ପିଟିଲା ଟିପ୍ପର । ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ । ଜୟପୁର ଥୁରୁଡିପୁଟ ରସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋରେ ଥିବା କିଛି ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: