Videos
|
Odisha

ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ୱର ମାଝୀ

Banajyotshna Ray
Browse all articles by Banajyotshna Ray
·1 year ago
ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ୱର ମାଝୀ

Key Points

ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ୱର ମାଝୀ

ବାସଭବନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍

ଟିଟିଲାଗଡ଼ ଅଫିସ୍, ଘର ସମତେ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ

ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ୱର ମାଝୀ । ତାଙ୍କ ବାସଭବନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଟିଟିଲାଗଡ଼ ଅଫିସ୍, ଘର ସମତେ ୬ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ଝାରସୁଗୁଡ଼ା ସହ ପୈତୃକ ଗାଁରେ ଚାଲିଛି ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଏବେବି ଭିନ୍ନ ଭିନ୍ନ ସ୍ଥାନରେ ତାର ଖୋଳତାଡ ଜାରି ରଖିଛି। ଏତେ ଟଙ୍କା ଏବଂ ସମ୍ପତ୍ତି ଆସିଲା କେଉଁଠୁ ବୋଲି ପ୍ରଶ୍ନ ଘେରରେ ବର୍ତ୍ତମାନ ଏସଡିଓ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
titilagarh-construction-department-sdo-dileswar-majhi-in-vigilance-panjha | Argus News