ଆଜି ମହାପ୍ରଭୁଙ୍କର ପବିତ୍ର ସୁନାବେଶ

() ଆଜି ମହାପ୍ରଭୁଙ୍କର ପବିତ୍ର ସୁନାବେଶ... ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରଥ ଉପର ଦର୍ଶନ ଦେବେ ଶ୍ରୀଜିଉ ....
()ସନ୍ଧ୍ୟା 5ଟାରୁ 6.30ଟା ମଧ୍ୟରେ ତିନି ଠାକୁରଙ୍କ ହେବେ ସୁନାବେଶ ... ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା.... ରଥଯାତ୍ରା, ବାହୁଡ଼ା ଯାତ୍ରା ଭଳି AI DRONE ମାଧ୍ୟମରେ କରାଯିବ ଭିଡ ନିୟନ୍ତ୍ରଣ....
()ତେଜୁଛି ଅସନ୍ତୋଷ… ଧ୍ରୁବଙ୍କ ସ୍ବାଦକୁ କେବେ ଭାଙ୍ଗିବ ପ୍ରଶାସନ?... କାହିଁକି ତହସିଲଦାରଙ୍କ ସ୍ବାଦ ପ୍ରୀତି ? ...କାହିଁକି ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଉନାହାନ୍ତି ତହସିଲଦାର ? ....
() ଏସସିବି ମେଡିକାଲରେ ତେଜୁଛି ନର୍ସିଂ ଅଫିସର ଓ ହାଉସ ସର୍ଜନ ବିବାଦ... ଆଜିଠୁ ହାଉସ ସର୍ଜନଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ, କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିବେ ନର୍ସିଂ ଅଫିସର ...
() ଶ୍ରାବଣ ପଶିଲାଣି, ହେଲେ ନାର୍ହି ବର୍ଷା ... ଚାଷ କାମ ପାଇଁ ନିଅଣ୍ଟ ହେଉଛି ବର୍ଷା ଜଳ.... ଉପକୂଳରୁ ଉପାନ୍ତ ସବୁଠି ଚାଷୀଙ୍କୁ ଘାରିଲାଣି ବର୍ଷା ଚିନ୍ତା....
() ଆତଙ୍କ ରଚିଥିବା ଭାଲୁକୁ କାବୁକଲା ବନବିଭାଗ.. ଦୀର୍ଘ ୬ ଘଣ୍ଟାର ପରିଶ୍ରମ ପରେ ଭାଲୁକୁ ଟ୍ରଙ୍କୁଲାଇଜ କରି ଧରିବାରେ ସଫଳ ହେଲା ବନବିଭାଗ
()ବୃଦ୍ଧ ସ୍ୱାମୀଙ୍କୁ ଉଲଗ୍ନ କରି ପତ୍ନୀ ମାଡ଼ ମାରୁଥିବାର ଭିଡିଓ ଭାଇରାଲ ଘଟଣା.. କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୃଦ୍ଧଙ୍କୁ ଉଦ୍ଧାର କଲା ପୋଲିସ୍..
() ଆଫଗାନିସ୍ତାନରେ ବର୍ଷା ଓ ବନ୍ୟା ବିତ୍ପାତ.. ୩୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୦ରୁ ଅଧିକ ଆହତ ଥିବା ସୂଚନା ..
()ବାଂଲାଦେଶରେ ପୁଣି ହିଂସା.. ହିଂସାରେ ୬ ଜଣଙ୍କ ମୃତ୍ୟୁ ଥିବାବେଳେ ୧୦୦ରୁ ଅଧିକ ଆହତ.. ସ୍କୁଲ-କଲେଜ ବନ୍ଦ..
() ଆସୁଛି ସିରିଜ୍ ଲଘୁଚାପ.. ୮ ଦିନ ଭିତରେ ବଙ୍ଗୋପସାଗରରେ ସୃଷ୍ଟି ହେବ ୨ଟି ଲଘୁଚାପ .. ସପ୍ତାହେ ଭିଜାଇବ ..