Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନ

Rashmita Mishra
Browse all articles by Rashmita Mishra
·1 year ago
ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନ

ଅର୍ଗସ ବ୍ୟୁରୋ:  ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ । ପ୍ରଶ୍ନ କାଳରେ ବିଭିନ୍ନ ବିଭାଗର ରହିଛି ଆଲୋଚନା । ଦ୍ବିତୀୟ ଦିନରେ ବି ଗୃହରେ ଲାଗି ରହିପାରେ ଅଚଳବସ୍ଥା ।ନିଜ ନିଜ ଜିଦରେ ଅଡ଼ି ବସିଛନ୍ତି ବିରୋଧୀ  ।

ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ପ୍ରଶ୍ନକାଳରେ କୃଷି ଓ କୃଷକ, ସଶକ୍ତିକରଣ, ସମବାୟ, ଶକ୍ତି, ମତ୍ସ୍ୟ ପ୍ରାଣୀସମ୍ପଦ, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ, ଏମଏସଏମଇ, ବିଜ୍ଞାନ କାରିଗରୀ, ହସ୍ତତନ୍ତ ବୟନ ଶିଳ୍ପ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ରହିଛି ଆଲୋଚନା । ଆଜି ବି ବିଧାନସଭାରେ ଲାଗି ରହିପାରେ ଅଚଳାବସ୍ଥା । ନିଜ ନିଜ ଜିଦରେ ଅଡିବସିଛନ୍ତି ବିରୋଧୀ । ଗତକାଲି ଦିନ ତମାମ ଅଚଳାବସ୍ଥା ଲାଗି ରହିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the second day of the winter session of the Legislative Assembly. | Argus News