Videos
|
Odisha

ମହତାବଙ୍କ 125ତମ ଜୟନ୍ତୀର ଆଜି ତୃତୀୟ ଦିନ

Rashmita Mishra
Browse all articles by Rashmita Mishra
·1 year ago
ମହତାବଙ୍କ 125ତମ ଜୟନ୍ତୀର ଆଜି ତୃତୀୟ ଦିନ

 ଅର୍ଗସ ବ୍ୟୁରୋ: ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ 125ତମ ଜୟନ୍ତୀର ଆଜି ତୃତୀୟ ଦିନ । ଜାତୀୟ ସ୍ତରରେ ପାଳନ ହେଲା ଉତ୍କଳକେଶରୀଙ୍କ ଜୟନ୍ତୀ । ଦ୍ବିତୀୟ ଦିନରେ ହରେକୃଷ୍ଣ ମହତାବଙ୍କ ଭାରତ ରତ୍ନ ଦାବି କଲେ ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।  ହରେକୃଷ୍ଣ ମହତାବଙ୍କ ଓଡିଶା ଗଠନ ଓ ଗଣତନ୍ତ୍ର ପାଇଁ ଅନେକ ଅବଦାନ ଅଛି। ଏଭଳି ଏକ ସମ୍ମାନର ଅଧିକାରୀ ବୋଲି ସେ କହିଛନ୍ତି ।  ସେପଟେ ବିଜେଡି ନାଁ ନ ନେଇ ଟାର୍ଗେଟ କଲେ ମନ୍ତ୍ରୀ ରବି ନାରାୟଣ ନାୟକ.. । ଦୀର୍ଘ ଦିନ ହେଲା ଓଡ଼ିଶାର ଗର୍ବ ହଜି ଯାଇଥିଲା ।  ଏଥିରେ  କାହାର ଭୁଲ ଥିଲା  ସମସ୍ତେ ଜଣାଇଛନ୍ତି। ଯିଏ ଓଡ଼ିଶାର ଅସ୍ମିତାକୁ ଭୁଲି ବାହାର ରାଜ୍ୟର ଅସ୍ମିତାକୁ ଆପଣାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Today is the third day of Mahatab 125th birth anniversary. | Argus News