ଆଜି ଦେଶ ପାଳୁଛି ବିର୍ସା ମୁଣ୍ଡାଙ୍କ 150 ତମ ଜନ୍ମ ଜୟନ୍ତୀ
·1 year ago

ଅର୍ଗସ ବ୍ୟୁରୋ: ଆଜି ଦେଶ ପାଳୁଛି ବିର୍ସା ମୁଣ୍ଡାଙ୍କ 150 ତମ ଜନ୍ମ ଜୟନ୍ତୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମୈଦାନ ଠାରେ ଆୟୋଜିତ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ରାଜ୍ୟ ସ୍ତରୀୟ ଜନଜାତି ଗୌରବ ଦିବସ ଯେଉଁଠି ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିହାରରୁ ଭିସି ଜରିଆରେ ପ୍ରଧାନମନ୍ତ୍ରୀ ଉପସ୍ଥିତି ରହି ଅଭିଭାଷଣ ରଖିବେ । ଏହି ଅବସରରେ ଜନଜାତି ଐତିହ ଭବନର ଉଦଘାଟନ କରିବେ । ରାଜ୍ୟର 27 ଟି ଜିଲ୍ଲାରେ ମଧ୍ୟ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ପାଳନ ହେଉଛି । ଯେଉଁଠି ମନ୍ତ୍ରୀ ଏବଂ ବିଧାୟକ ମାନେ ଉପସ୍ଥିତ ରହିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: