Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ମଣ୍ଡପରେ ନବମୀ, ପୀଠରେ ଦଶମୀ 

Sangram Tripathy
Browse all articles by Sangram Tripathy
·1 year ago
ଆଜି ମଣ୍ଡପରେ ନବମୀ, ପୀଠରେ ଦଶମୀ 

ଅର୍ଗସ ବ୍ୟୁରୋ: ଆଜି ମଣ୍ଡପରେ ନବମୀ, ପୀଠରେ ଦଶମୀ ପାଳିତ ହେଉଛି। ମାଆଙ୍କ ଆଗମନରେ ସବୁଠି ଉତ୍ସାହ।ଦଶଭୂଜାଙ୍କ ଆରାଧନାରେ ନିମଗ୍ନ ସାରା ରାଜ୍ୟ। ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ବିଭିନ୍ନ ଶକ୍ତିପୀଠ। ମଣ୍ଡପରେ ମାଙ୍କର ମହାନବମୀ ପୂଜା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି। କଟକରେ ସୁନା ଚାନ୍ଦିର ମେଢ଼ ସାଙ୍ଗକୁ ଭୁବନେଶ୍ବରରେ ସୁଉଚ୍ଚ ତୋରଣ ସୁଦୃଶ୍ୟ ଆଲୋକସଜ୍ଜାର ଆକର୍ଷଣ ମନମୋହି ନେଉଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today, the ninth in the mandap, the tenth in the peetha | Argus News