Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Speed 10: ଜାଣନ୍ତୁ ଦିନର ବଡ ଖବର...

Banajyotshna Ray
Browse all articles by Banajyotshna Ray
·1 year ago·1 min read
Speed 10: ଜାଣନ୍ତୁ ଦିନର ବଡ ଖବର...

ଅର୍ଗସ ବ୍ୟୁରୋ: ଜାଣି ରଖନ୍ତୁ ଆଜି ଦିନର ବଡ ଖବର...

() କେନ୍ଦୁଝରରୁ ବିଜେଡିକୁ ସିଧାସଳଖ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ...କହିଲେ ଭୋଟ ରାଜନୀତି ପାଇଁ ଜଗନ୍ନାଥଙ୍କୁ ବ୍ୟବହାର କରିଥିଲା ପୂର୍ବ ବିଜେଡି ସରକାର
() ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ମାମଲା... 120 ବାଟାଲିୟନରେ ଦ୍ବିତୀୟ ଥର ପାଇଁ ମେଜର ଗୁରୁଵଂଶ ସିଂଙ୍କ ବୟାନ ରେକର୍ଡ କରୁଛି କ୍ରାଇମବ୍ରାଞ୍ଚ
() ଆଜି ଦ୍ବିତୀୟ ଦିନରେ ପୁଣି ରତ୍ନଭଣ୍ଡାର ବୈଷୟିକ ସର୍ଭେ...ଚଟାଣ, କାନ୍ଥର ଯାଞ୍ଚ ସହ ତଥ୍ୟ ଦେବ GPR
() ଭବାନୀପାଟଣା ଜାରିଙ୍ଗି ହାଇଟେକ୍ ନର୍ସରୀ ଫରେଷ୍ଟର ଆତ୍ମହତ୍ୟା ଘଟଣା... ସଞ୍ଜୟଙ୍କ ଭାଇଙ୍କ ବୟାନ ରେକର୍ଡ କଲା ପୋଲିସ.
() ପ୍ରଥମ ଟେଷ୍ଟ ଜିତିଲା ଭାରତ... ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆର ବାଜିମାତ... ଚେନ୍ନାଇ ଟେଷ୍ଟ ମ୍ୟାଚ୍‌କୁ ୨୮୦ ରନ୍‌ରେ ଜିତିଲା ଭାରତ
() ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୩ ତାରିଖ ସୁଦ୍ଧା ନେଇପାରେ ଲଘୁଚାପର ରୂପ...ପ୍ରଭାବରେ କାଲିଠୁ 26 ଯାଏଁ ରାଜ୍ୟର ବହୁ ସ୍ଥାନରେ ବର୍ଷା ସମ୍ଭାବନା
() ବାଲେଶ୍ବର ଜିଲ୍ଲା ମେଡିକାଲରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ସରକାର ଏଥିପ୍ରତି ଧ୍ୟାନ ଦେବାପାଇଁ ଦାବି କରିଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ।
() ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।
() କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ
() ରବିବାରଠୁ ୧୧ ଦିନ ଯାଏଁ ଉପବାସରେ ପବନ କଲ୍ୟାଣ, ଲଡୁ ବିବାଦ ନେଇ ବଡ ଘୋଷଣା

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today's all big highlights story | Argus News