ଦିନ ଯାକର ଖବର ପଢନ୍ତୁ ଚୁଟକିରେ...

() ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର...ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ସୂଚନା...ଯେଉଁଦିନ ସରକାର ନିଷ୍ପତି ନେବେ ସେବେଠୁ କାମ ଆରମ୍ଭ ହେବ ବୋଲି କହିଲେ ଅରିଜିତ୍
() ବିଜେଡି କର୍ପୋରେଟରଙ୍କ ଉପରେ ଲାଗିଲା ରୋକ...ଦଳୀୟ କନ୍ଦଳ ତୁଟାଇବାକୁ ତୁଣ୍ଡି ବ୍ରେକ୍ ...ଦଳର ବିନା ଅନୁମତିରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ ...ଚିଠି ଲେଖି ଜଣାଇଲେ ବିଜେଡି ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତ
() କୁସୁମାର ଆଲିସାନ୍ ବଙ୍ଗଳା ଓ ବଲ୍ଲେ ବଲ୍ଲେ ଢାବା ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?ଆଲିସାନ୍ ବଙ୍ଗଳା ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି CSR ଫଣ୍ଡ୍... ଢାବାର ଲିଜ୍ କ୍ୟାନସେଲ କରାଯିବ କହିଲେ ଜିଲ୍ଲାପାଳ...ସିବିଆଇ, ଇଡି ତଦନ୍ତ ପାଇଁ ଦାବି କଲେ ପୂର୍ବତନ ସାଂସଦ
() ମନ୍ତ୍ର ଧ୍ୱନିରେ କମ୍ପିଲା ଲୋକସେବା ଭବନର ତୃତୀୟ ମହଲା । ଗୃହ ପ୍ରବେଶ ପୂର୍ବରୁ ପ୍ରଣାମ ସହ ପୂଜାର୍ଚ୍ଚନା କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କଲେ ମୋହନ
📱 Get Argus News App
✨() ତୃତୀୟ ମହଲାରେ ପାଦ ରଖୁ ରଖୁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଓଡିଆ ଅସ୍ମିତାକୁ ଦେଲେ ଗୁରୁତ୍ୱ । ଏଣିକି ଓଡିଆ ଭାଷାରେ ହେବ ରାଜ୍ୟର ପରିଚାଳନା
() ମହାପ୍ରଭୁଙ୍କ ଅଣସରର ଆଜି ତ୍ରୟୋଦଶୀ ତିଥି । ଏହି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବା
() ସ୍ୱଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ବକପ୍ ବିଜେତା ଟିମ୍ ଇଣ୍ଡିଆ..ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି...ବିଶ୍ବକପର ଅନୁଭୂତି ବଖାଣିଲେ ରୋହିତ ବାହିନୀ
() ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସ୍ବାଦ ହୋଟେଲକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା । ଖୋଦ୍ ଭିତରକନିକା ଅଭୟାରଣ୍ୟ ଜମି ମାଡ଼ି ବସି ବିଜେଡି ବିଧାୟକ ଧ୍ରୁବ ସାହୁ ବେଆଇନ ହୋଟେଲ ନିର୍ମାଣ କରିଥିବା ହୋଇଛି ଅଭିଯୋଗ
() ଜଗତସିଂହପୁର ଗୋରେଖ ଗୋଶାଳାରେ ଖାଦ୍ୟ ଅଭାବ ଓ ଅନାହାରରେ ଗୋମାତାଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଆରମ୍ଭ...
() ମହାକାଶରେ ଅଟକି ରହିଛନ୍ତି ସୁନିତା ଉଇଲିଅମ...ଧିରେ ଧିରେ ବିଗୁଡୁଛି ଭାରତୀୟ ମୂଳ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ସ୍ୱାସ୍ଥ୍ୟବସ୍ଥା...ନାସା ତରଫରୁ ସୁନୀତାଙ୍କ ଜୀବନ ବଂଚାଇବା ପାଇଁ ଚାଲିଛି ଚେଷ୍ଟା