Videos
|
Odisha

ରାଜ୍ୟର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଜାରି

Banajyotshna Ray
Browse all articles by Banajyotshna Ray
·1 year ago
ରାଜ୍ୟର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଜାରି

ଅର୍ଗସ ବ୍ୟୁରୋ:  ତାମିଲନାଡୁ ମୁହାଁ ହୋଇଥିବା ବାତ୍ୟା ଫେଙ୍ଗଲର ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ  ଝିପଝିପ ବର୍ଷା ଲାଗିରହିଛି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକରେ ଲଗାଣ ବର୍ଷା ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଛି।  ଆସିକା ବ୍ଲକରେ ପ୍ରାୟ ସାତ ହଜାର ଦୁଇ ଶହ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ବର୍ଷା ଯୋଗୁଁ ଅମଳ ପୂର୍ବରୁ ଧାନ ନଷ୍ଟ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ଚାଷୀ । ଏପର୍ଯ୍ୟନ୍ତ କୃଷି ବିଭାଗ ପକ୍ଷରୁ ନା କୌଣସି ସଚେତନତା ବାର୍ତ୍ତା ଦିଅଯାଇଛି ନା ଫିଲଡ ପରିଦର୍ଶନରେ ଆସିଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Torrential rain continues in various parts of the state | Argus News