Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିଆଳିରୁ ଗୁପ୍ତେଶ୍ବର ଯାଉଥିଲା ବସ, ଡକରିଘାଟିରେ ଓଲଟିଲା

Smruti Parija
Browse all articles by Smruti Parija
·1 year ago
ନିଆଳିରୁ ଗୁପ୍ତେଶ୍ବର ଯାଉଥିଲା ବସ, ଡକରିଘାଟିରେ ଓଲଟିଲା

Key Points

ଓଲଟିଲା ତୀର୍ଥଯାତ୍ରୀ ବସ ।  3 ମୃତ 10 ରୁ ଉର୍ଦ୍ଧ୍ୱ ଆହତ । କଟକ ନିଆଳିରୁ ଗୁପ୍ତେଶ୍ବର ଯାଉଥିଲା ବସ ।

କୋରାପୁଟ: ଓଲଟିଲା ତୀର୍ଥଯାତ୍ରୀ ବସ ।  3 ମୃତ 10 ରୁ ଉର୍ଦ୍ଧ୍ୱ ଆହତ । କଟକ ନିଆଳିରୁ ଗୁପ୍ତେଶ୍ବର ଯାଉଥିଲା ବସ । ଡକରିଘାଟିରେ ଭାରସାମ୍ୟ ହରାଇ ଓଲଟିଲା ବସ । ସମସ୍ତ ଗୁରୁତର ଆହତ ବୈପାରିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ରହିଛନ୍ତି ବୟସ୍କ ଓ ଶିଶୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tourist-bus-overturned-3-killed | Argus News