Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାରାତାରିଣୀ ପୀଠ ଦର୍ଶନ କରି ଫେରୁଥିବା ବେଳେ ଓଲଟିଲା ବସ୍

Smruti Parija
Browse all articles by Smruti Parija
·2 years ago
ତାରାତାରିଣୀ ପୀଠ ଦର୍ଶନ କରି ଫେରୁଥିବା ବେଳେ ଓଲଟିଲା ବସ୍

ଗଞ୍ଜାମ: ତାରାତାରିଣୀ ପୀଠ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବସ । ଗଞ୍ଜାମ- ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଲିଆ ଛକ ନିକଟରେ ଟୁରିଷ୍ଟ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି  ।

ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଅଗ୍ନିଶମ , ପୋଲିସ , ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତାରାତାରିଣୀ ପୀଠ ଦର୍ଶନ କରି ଫେରୁଥିବାବେଳେ ଦୁର୍ଘଟଣା ଘଟିଛି । ବସରେ ଥିବା ଯାତ୍ରୀମାନେ ଭଦ୍ରକ ଜିଲ୍ଲାର ହୋଇଥିବା ସୂଚନା ରହିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tourist-bus-overturned-in-ganjam- | Argus News