Videos
|
Odisha

ଓଡ଼ିଶା ଛତିଶଗଡ ଜଳ ବିବାଦରେ ଆଜି ଟ୍ରିବୁନାଲରେ ଶୁଣାଣି

Rashmita Mishra
Browse all articles by Rashmita Mishra
·1 year ago
ଓଡ଼ିଶା ଛତିଶଗଡ ଜଳ ବିବାଦରେ ଆଜି ଟ୍ରିବୁନାଲରେ ଶୁଣାଣି

Key Points

ଓଡ଼ିଶା ଛତିଶଗଡ ମହାନଦୀ ଜଳ ବିବାଦ
ଜଳ ବିବାଦରେ ଆଜି ଟ୍ରିବୁନାଲରେ ଶୁଣାଣି
ପୂର୍ବରୁ ଓଡ଼ିଶାର ଆଭିମୁଖ୍ୟ ରଖିଥିଲେ ଆଡଭୋକେଟ ଜେନେରାଲ
ଆପୋଷ ସମାଧାନ ସପକ୍ଷରେ ଅଛନ୍ତି ଓଡିଶା ସରକାର

ଓଡ଼ିଶା ଛତିଶଗଡ ମହାନଦୀ ଜଳ ବିବାଦରେ ଆଜି ଟ୍ରିବୁନାଲରେ ହେବ ଶୁଣାଣି । ପୂର୍ବରୁ ଶୁଣାଣିରେ ଓଡ଼ିଶାର ଆଭିମୁଖ୍ୟ ରଖିଥିଲେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ । ଆପୋଷ ସମାଧାନ ସପକ୍ଷରେ ଅଛନ୍ତି ଓଡିଶା ସରକାର । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବୁନାଲରେ ପ୍ରାୟ ୪୩ ଥର ଶୁଣାଣି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିର୍ଯାସ ବାହାରି ନାହିଁ । ଉଭୟ ରାଜ୍ୟ ମଧ୍ୟରେ ନିକଟରେ ହୋଇଥିବା ଆଲୋଚନା ନେଇ ଟ୍ରିବୁନାଲଙ୍କୁ ଅବଗତ କରିବେ ରାଜ୍ୟ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
tribunal-hearing-in-odisha-chhattisgarh-water-dispute-today | Argus News