Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ନୂଆପଡା:  ଦୁର୍ଗମ ମାଓପ୍ରବଣ ଇଲାକାରେ ଉଡିଲା ତ୍ରିରଙ୍ଗା

Odisha

 ନୂଆପଡା:  ଦୁର୍ଗମ ମାଓପ୍ରବଣ ଇଲାକାରେ ଉଡିଲା ତ୍ରିରଙ୍ଗା

Manini Pattanayak
Browse all articles by Manini Pattanayak
·2 years ago
 ନୂଆପଡା:  ଦୁର୍ଗମ ମାଓପ୍ରବଣ ଇଲାକାରେ ଉଡିଲା ତ୍ରିରଙ୍ଗା

ନୂଆପଡା: ଦୁର୍ଗମ ମାଓପ୍ରବଣ ଇଲାକାରେ ଉଡିଲା ତ୍ରିରଙ୍ଗା l ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ର ଦୁର୍ଗମ ମାଓପ୍ରବଣ ଅଞ୍ଚଳ ଭୂଇଁପାଣି ରେ ସାଧାରଣତନ୍ତ୍ର ଦିବସ ପାଳିତ l ଭୂଇଁପାଣି ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ସ୍କୁଲ ଚେୟାରମ୍ୟାନ ପତାକା ଉତ୍ତୋଳନ କରିଥିଲେ l

ଏଥିରେ ସ୍କୁଲ ପିଲା, ଶିକ୍ଷକ, ଗାଁ ଲୋକେ ସାମିଲ ହୋଇ ବେଶ ଧୁମ ଧାମ ରେ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି l ସେହି ପରି ପାଟଧରା, ଘାଟମାଲ ମାଓ ଇଲାକାରେ ମଧ୍ୟ ବେଶ ଧୁମ ଧାମ ରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି l 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Triranga flying in the remote forest area , Republic Day is being celebrated in Buhopani, | Argus News