Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତପ୍ତପାଣି ଘାଟିରେ ଦୁର୍ଘଟଣା; ରାସ୍ତାକଡ଼କୁ ଖସି ପଡ଼ିଲା ମିନି ଟ୍ରକ୍‌

Odisha

ତପ୍ତପାଣି ଘାଟିରେ ଦୁର୍ଘଟଣା; ରାସ୍ତାକଡ଼କୁ ଖସି ପଡ଼ିଲା ମିନି ଟ୍ରକ୍‌

Smruti Parija
Browse all articles by Smruti Parija
·2 years ago
ତପ୍ତପାଣି ଘାଟିରେ ଦୁର୍ଘଟଣା; ରାସ୍ତାକଡ଼କୁ ଖସି ପଡ଼ିଲା ମିନି ଟ୍ରକ୍‌

ଦିଗପହଣ୍ଡି: ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଦୁର୍ଘଟଣା I ଅନ୍ୟ ଏକ ଗାଡ଼ିକୁ ଓଭରଟେକିଂ ବେଳେ ମିନି ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ I  ରାସ୍ତାକଡ଼କୁ ଖସି ପଡ଼ିଲା ମିନି ଟ୍ରକ୍‌ । ଫଳରେ ଡ୍ରାଇଭର ଆହତ ହୋଇଥିବା ସୂଚନା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
truck-accident-in-taptapani-ghati-berhampur | Argus News