Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ଵରରୁ ସମ୍ବଲପୁର ଫେରିବାବେଳେ ଦୁର୍ଘଟଣା

Smruti Parija
Browse all articles by Smruti Parija
·1 year ago
ଭୁବନେଶ୍ଵରରୁ ସମ୍ବଲପୁର ଫେରିବାବେଳେ ଦୁର୍ଘଟଣା

Key Points

କାର୍‌ ପଛରେ ପିଟିଲା ଟ୍ରକ୍ । 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 2 ଆହତ ।

ସମ୍ବଲପୁର: କାର୍‌ ପଛରେ ପିଟିଲା ଟ୍ରକ୍ । 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 2 ଆହତ । ସମ୍ବଲପୁର ଜିଲ୍ଲା NH-53 ବୁର୍ଲା କଟାପାଲିଠାରେ ବିଳମ୍ଵିତ ରାତିରେ ଘଟିଛି ସଡ଼କ ଦୁର୍ଘଟଣା । 2 ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଯୁବକ ବିଜେପି ଗୋଶାଲା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ । ଅନ୍ୟ ଜଣେ ମୃତକ ମୁରଲୀ ଛୁରିଆ ହୋଇଥିବା ସୂଚନା । ଭୁବନେଶ୍ଵରରୁ ରାତିରେ ସମ୍ବଲପୁର ଫେରିବାବେଳେ ଦୁର୍ଘଟଣା । ଧକ୍କା ଦେଇଥିବା ଟ୍ରକ୍‌କୁ ଅଟକ ରଖିଛି ବୁର୍ଲା ପୋଲିସ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
truck-hits-car-near-sambalpur-district-nh-53-burla-katapali | Argus News