|
logo
Live

Argus News - ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ

Odisha

ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ

Rashmita Mishra
Browse all articles by Rashmita Mishra
·1 year ago
ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ

ଅର୍ଗସ ବ୍ୟୁରୋ: ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ । ବୁର୍ଲା ଥାନା ଅନ୍ତର୍ଗତ ବାବୁ ବନ୍ଧ ଛକ 53 ନମ୍ବର ଜାତୀୟ ରାଜ୍ୟ ପଥରେ ଏକ ଲୁହା ରଡ଼, ସିମେଣ୍ଟ ବୋଝେଇ ଟ୍ରାକ୍ଟର ପଛକୁ ବୁଲେଟ ଧକ୍କା  ଦେଇ  ବାଇକ ଚାଲକ ଏବଂ ପଛରେ ବସିଥିବା ଯୁବକ ଘଟଣା ସ୍ଥଳରେ ଦୁହିଁ ଙ୍କ ମୃତ୍ୟୁ, ଘଟିଛି । ସ୍ଥାନୀୟ ଲୋକଙ୍କ ସହ ଯୋଗରେ ପୋଲିସ ଉଭୟ ମୃତକ ଦୟଙ୍କୁ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲ ପଠାଇଥିବା ବେଳେ କ୍ଷତି ପୂରଣ ଦାବି ନେଇ ଉଭୟ ମୃତକ ଙ୍କ ପରିବାର ପକ୍ଷରୁ ରାଜ୍ୟ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ | Argus News