Videos
|
Odisha

ବାଣ ବିସ୍ଫୋରଣରେ ଦୁଇ ଜଣ ମୃତ, ୪ରୁ ଉର୍ଦ୍ଧ୍ଵ ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago
ବାଣ ବିସ୍ଫୋରଣରେ ଦୁଇ ଜଣ ମୃତ, ୪ରୁ ଉର୍ଦ୍ଧ୍ଵ ଗୁରୁତର

ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ। ବିସ୍ଫୋରଣରେ ଦୁଇ ଜଣ ମୃତ, ୪ରୁ ଉର୍ଦ୍ଧ୍ଵ ଗୁରୁତର । ଗୁରୁତର ମାନେ ଯାଜପୁର ଜିଲ୍ଲା ମହାରାଜ ଯଯାତୀ କେଶରୀ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଛନ୍ତି । ଯାଜପୁର ଟାଉନ ଥାନା ଜାଲପୁର୍ ବାସୁଦେବପୁର ଅଞ୍ଚଳର ଘଟଣା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Two dead, over four injured in arrow blast | Argus News