କାର କିଣିବାକୁ ଯାଇ 2 ମୃତ
·2 years ago

ବାଲେଶ୍ୱର: କାର୍ କିଣିବାକୁ ବାଲେଶ୍ଵର ଶୋ ରୁମକୁ ଆସୁଥିଲେ । ହେଲେ ଦୁର୍ଘଟଣାରେ ଚାଲିଗଲା ଦୁଇ ଅମୂଲ୍ୟ ଜୀବନ । ବାଲେଶ୍ଵର ସଦର ଥାନା ଅଧୀନ ଜାତୀୟ ରାଜପଥ କୁରୁଡା ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜମି ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି ।
ସୋରରୁ ଏକ କାର ଯୋଗେ 4 ଜଣ ଜାତୀୟ ରାଜପଥ କଡ଼ରେ ଥିବା ଏକ କାର ଶୋ ରୁମକୁ ଯାଉଥିଲେ । ହଠାତ କାର ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ଫଳରେ ଦୁଇ ମୃତକ ହେଲେ ଶ୍ରୀକାନ୍ତ ପଣ୍ଡା ଓ ମାୟାଧର ରାଜ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: