Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଛତିଶଗଡରେ ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ନିପାତ

Rashmita Mishra
Browse all articles by Rashmita Mishra
·1 year ago
ଛତିଶଗଡରେ ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ନିପାତ

Key Points

ଛତିଶଗଡରେ ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ନିପାତ
ନାରାୟଣପୁର ଅବୁଜମାଡ୍ ଜଙ୍ଗଲରେ DRG-STF ଟିମ୍‌ର ମିଳିତ ଅପରେସନ୍
ଗୋଟିଏ ଇନସାସ୍ ରାଇଫଲ, ମେଡିକାଲ ସାମଗ୍ରୀ ଓ ଆପତ୍ତିଜନକ ଜିନିଷ ଜବତ
ଘଟଣାସ୍ଥଳରେ ଏବେବି ସର୍ଚ୍ଚ ଅପରେସନ୍ ଚାଲିଥିବା ବସ୍ତର ଆଇଜିଙ୍କ ସୂଚନା

ଛତିଶଗଡରେ ଏନକାଉଣ୍ଟରର ଦୁଇ ମାଓବାଦୀ ନିପାତ ହୋଇଛନ୍ତି । ଗତକାଲି ମାଓବାଦୀ ମାନେ ଲୁଚିଥିବା ଖବର ପାଇ ନାରାୟଣପୁର ଅବୁଜମାଡ ଜଙ୍ଗଲରେ ଆରମ୍ଭ ହୋଇଥିଲା ଅପରେସନ୍ । ଏଥିରେ ଦୁଇ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସର୍ଚ୍ଚ ଅପରେସନ ବେଳେ ଗୋଟିଏ ଇନସାସ୍ ରାଇଫଲ, ମେଡିକାଲ ସାମଗ୍ରୀ ଓ କିଛି ଆପତ୍ତିଜନକ ଜିନିଷ ଜବତ ହୋଇଛି । ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଚାଲୁ ରହିଥିବା ବସ୍ତର ଆଇଜି ପି. ସୁନ୍ଦରରାଜ ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
two-female-maoists-killed-in-encounter-in-chhattisgarh | Argus News