Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ

Odisha

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ

Rashmita Mishra
Browse all articles by Rashmita Mishra
·9 months ago
 ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ

Key Points

ଲଗାଣ ବର୍ଷାରେ ଭୁଶୁଡିଲା ଘରର କାନ୍ଥ
ପ୍ରବଳ ବର୍ଷା ଯୋଗୁଁ ଶୋଇଥିବା ବେଳେ ଭାଙ୍ଗିଲା ଘର
କୋଇଡା ବ୍ଳକରେ ଲୋହାରତୋଡା ଗାଁରେ ବୟସ୍କ ମହିଳା ମୃତ
ମୋଟୁହନୁମାନ ଗାଁରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ । ସୁନ୍ଦରଗଡ କୋଇଡା ବ୍ଲକ ଲୋହାରତୋଡା ଗାଁରେ କାନ୍ଥ ପଡି ଜଣେ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତଙ୍କ ନାଁ ବନଦୁଇ ବାଗେ ବୋଲି ଜଣା ପଡ଼ିଛି । ଘରେ ଶୋଇଥିବା ସମୟରେ ପ୍ରବଳ ବର୍ଷା ଯୋଗୁ ମହିଳାଙ୍କ ଉପରେ କାନ୍ଥ ପଡିଯାଇଥିଲା । ସେରିପରୀ ମୋଟୁହନୁମାନ ଗାଁରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ସେହି ଗାଁର ଦମାଣି ଶେଠ୍ । ପ୍ରବଳ ବର୍ଷାରେ ଯୋଗୁ ମାଟି କାନ୍ଥ ଭୁଶୁଡ଼ି ପଡିଥିବା ସୂଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
two-killed-as-wall-collapses-in-heavy-rain | Argus News