Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକ ବାଲିକୁଦା ଛକରେ ଭୟଙ୍କର ଦୁର୍ଘଟଣା

Smruti Parija
Browse all articles by Smruti Parija
·2 years ago
କଟକ ବାଲିକୁଦା ଛକରେ ଭୟଙ୍କର ଦୁର୍ଘଟଣା

କଟକ:  କଟକ ବାଲିକୁଦା ଛକରେ ଦୁର୍ଘଟଣା । ଏନ୍ଏଚ୍- ୧୬ ସଦର ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ସ୍କୁଟିକୁ ପିଟିଲା ଟ୍ରକ୍ । ସ୍କୁଟିରେ ଦୁଇ ଯୁବକ ଯାଉଥିବାବେଳେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ କଟକ ଯାଉଥିବା ସମୟରେ ଟ୍ରକ ଧକା ଦେଇଛି । ମୃତ ବ୍ୟକ୍ତିର ପରିଚୟ ମିଳିପାରିନାହିଁ । ପୋଲିସ ପହଞ୍ଚି ମୃତ୍ୟୁଦେହକୁ ପୋଷ୍ଟମର୍ଟମ ପାଇଁ ଏସସିବି ପଠାଇଛି । ଧକ୍କା ଦେଇଥିବା ଗାଡି ଫେରାର ଥିବା ସୂଚନା ରହିଛି ।

ନାବାଳକଙ୍କ ବେପରୁଆ ଗାଡି ଚାଳନା, ୨ମୃତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
two-killed-in-road-accident-at-cuttack-bhubaneswar-national-highway | Argus News