Videos
|
Odisha

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ

Rashmita Mishra
Browse all articles by Rashmita Mishra
·1 year ago
 ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ

Key Points

ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏନକାଉଣ୍ଟର
ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ
ମୃତ ନକ୍ସଲ୍ କୁଅଁର୍ ମାଂଝୀ ମୁଣ୍ଡରେ ୨୫ ଲକ୍ଷ ଟଙ୍କା ଥିଲା ଇନାମୀ
ବୋକାର ଜିଲ୍ଲା ଗୋମୀୟା ଅଞ୍ଚଳ ଲୁଗୁ ପାହାଡ଼ରେ ଗୁଳିବିନିମୟ

ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ । ମୃତ ମାଓବାଦୀଙ୍କ ମଧ୍ୟରେ ସବ୍ ଜୋନାଲ୍ ନକ୍ସଲ୍ କମାଣ୍ଡର କୁଅଁର୍ ମାଂଝୀ ରହିଛି । ତା ମୁଣ୍ଡରେ ୨୫ ଲକ୍ଷ ଟଙ୍କା ଇନାମୀ ଘୋଷଣା ଥିଲା । ବୋକାର ଜିଲ୍ଲାର ଗୋମୀୟା ଅଞ୍ଚଳ ଲୁଗୁ ପାହାଡ଼ରେ ଗୁଳିବିନିମୟ ହୋଇଛି । ଜଣେ କୋବ୍ରା ଯବାନ ସହିଦ, ଦୁଇ ଜଣ ଆହତ ହୋଇଥିବା ସୂଚନା । ଘଟଣାସ୍ଥଳରୁ AK-47 ରାଇଫଲ୍ ଜବତ ହୋଇଛି । ଏବେ ବି ଗୁଳିବିନିମୟ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
two-maoists-killed-in-security-forces-firing | Argus News