Videos
|
Odisha

ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ଗୁଳିମାଡ

Swoyang prajna Mishra
Browse all articles by Swoyang prajna Mishra
·1 year ago
ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ଗୁଳିମାଡ

ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ଗୁଳିମାଡ। ବିଳମ୍ବିତ ରାତିରେ ବାଲିପାଟଣାରେ ଗୁଳି ମାଡ଼ ହୋଇଛି। ଜଣେ ଯୁବକଙ୍କୁ ଗୁଳି ମାରିଲେ ଦୁଇ ଦୁର୍ବୁତ୍ତ। ଗୁଳିମାଡ଼ର ଶିକାର ଯୁବକଙ୍କ ନାଁ ଦୀପ୍ତି ରଞ୍ଜନ ମହାପାତ୍ର। ତାଙ୍କର ବାମ ହାତରେ ବାଜିଛି ଗୁଳି। ବିଳମ୍ବିତ ରାତିରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀପ୍ତି ତାଙ୍କ ଭଉଣୀ ଘରୁ ଫେରୁଥିବା ବେଳେ ଦୁଇଜଣ ଦୁର୍ବୁତ୍ତ ବାଇକରେ ଆସି ଗୁଳି କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ତଦନ୍ତ କରୁଛି ବାଲିପାଟଣା ଥାନା ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Two miscreants firing on a young man in Bhubaneswar | Argus News