Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ତ୍ରୁଟି ପାଇଁ ଦୁଇ ପୋଲିଂ ଅଫିସର ସସପେଣ୍ଡ୍

Odisha

ତ୍ରୁଟି ପାଇଁ ଦୁଇ ପୋଲିଂ ଅଫିସର ସସପେଣ୍ଡ୍

Smruti Parija
Browse all articles by Smruti Parija
·2 years ago
ତ୍ରୁଟି ପାଇଁ ଦୁଇ ପୋଲିଂ ଅଫିସର ସସପେଣ୍ଡ୍

 ଭୁବନେଶ୍ୱର: ତ୍ରୁଟି ପାଇଁ ଦୁଇ ପୋଲିଂ ଅଫିସରଙ୍କୁ ସସପେଣ୍ଡ୍ କରାଯାଇଛି । ଗଞ୍ଜାମର ଜଣେ ଓ ନର୍ଲାର ଜଣେ ପୋଲିଂ ଅଫିସର୍ ସସପେଣ୍ଡ୍ ହୋଇଛନ୍ତି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି । ଚିକିଟିରେ ହୋଇଥିବା ଘଟଣା ନଜରକୁ ଆସିଛି । ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟରେ ଅବହେଳା ପାଇଁ କଳାହାଣ୍ଡି ଲୋକସଭା କ୍ଷେତ୍ର ନର୍ଲ୍ଲା ବିଧାନସଭା ଅନ୍ତର୍ଗତ ତେଜଂଶୁ ସାହା ଓ  ଗଞ୍ଜାମ ଜିଲ୍ଲାର ଜଣେ ପୋଲିଂ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Two polling officers suspended for misconduct | Argus News