Videos
|
Odisha

ଦୟା ନଦୀରେ ଗାଧୋଇବାବେଳେ ଭାସିଗଲେ ଦୁଇ ଛାତ୍ର

Smruti Parija
Browse all articles by Smruti Parija
·11 months ago
ଦୟା ନଦୀରେ ଗାଧୋଇବାବେଳେ ଭାସିଗଲେ ଦୁଇ ଛାତ୍ର

Key Points

ଗାଧୋଇବା ବେଳେ ଅଘଟଣ

ଦୟା ନଦୀରେ ଭାସିଗଲେ ଦୁଇ ନାବାଳକ ଛାତ୍ର

ନଦୀରେ ବୁଡ଼ି ଜଣେ ମୃତ, ଜଣେ ନିଖୋଜ

ଗାଧୋଇବା ବେଳେ ଅଘଟଣ। ଦୟା ନଦୀରେ ଭାସିଗଲେ ଦୁଇ ନାବାଳକ ଛାତ୍ର। ନଦୀରେ ବୁଡ଼ି ଜଣେ ଛାତ୍ର ମୃତ। ଅନ୍ୟ ଜଣେ ଛାତ୍ର ନିଖୋଜ ଥିବା ସୂଚନା ମିଳିଛି । ଭୁବନେଶ୍ବର ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି ରହିଛି । ଦୁଇ ଘଣ୍ଟା ଧରି ଲାଇଫ ବୋଟରେ ଚାଲିଛି ଖୋଜା ଖୋଜି । ଘଟଣାସ୍ଥଳରେ ଧଉଳି ଥାନା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
two-students-drowned-while-bathing-in-daya-river-argus-news | Argus News