Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -  ବ୍ରାହ୍ମଣୀ ନଦୀରେ ଗାଧଉଥିବା ବେଳେ ଭାସିଗଲେ ଦୁଇ ଯୁବକ 

Odisha

 ବ୍ରାହ୍ମଣୀ ନଦୀରେ ଗାଧଉଥିବା ବେଳେ ଭାସିଗଲେ ଦୁଇ ଯୁବକ 

Manini Pattanayak
Browse all articles by Manini Pattanayak
·2 years ago
 ବ୍ରାହ୍ମଣୀ ନଦୀରେ ଗାଧଉଥିବା ବେଳେ ଭାସିଗଲେ ଦୁଇ ଯୁବକ 

କେନ୍ଦ୍ରାପଡା : ବ୍ରାହ୍ମଣୀ ନଦୀରେ ଗାଧଉଥିଲା ବେଳେ ଭାସିଗଲେ ଦୁଇ ଯୁବକ।  ନିଖୋଜ ଦୁଇ ଜଣ ଯୁବକ ଆଗ୍ରା ଅଞ୍ଚଳ ର ବୋଲି ସୂଚନା।  ନିଖୋଜ ଦୁଇ ଜଣ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ।  

ଅଧିକ ପଢନ୍ତୁ : ପୋଖରୀରେ ବୁଡି ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୁତ୍ୟୁ

ସିମେଣ୍ଟ କମ୍ପାନୀ ର ୱାଲ ରଙ୍ଗ କାମ ପାଇଁ ଦୀର୍ଘ 15ଦିନ ହେବ ଆସିଥିଲେ।  କାମ ସାରି ଫେରୁଥିବା ସମୟରେ ନିମପୁର ନିକଟ ନରେନ୍ଦ୍ରପୁର ଘାଟରେ ଗାଧଉଥିଲା ବେଳେ ଗଭୀର ନଦୀ ଗର୍ଭ ରେ ବୁଡି ଯାଇଥିଲେ। ତେବେ ନିଖୋଜ ଦୁଇ ଜଣଙ୍କ ହେଲେ ଜାଭେଦ ଓ ଅଜିତ। ଦୁଇ ଜଣ ଆଗ୍ରା ଅଞ୍ଚଳ ର ବୋଲି ଜଣା ପଡିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Two young men drowned while bathing in the Brahmani river | Argus News