Videos
|
Odisha

ଭୁଶୁଡ଼ିଲା ନିର୍ମାଣଧୀନ ରେଳ ଟନେଲ

Ritu Das
Browse all articles by Ritu Das
·1 year ago
ଭୁଶୁଡ଼ିଲା ନିର୍ମାଣଧୀନ ରେଳ ଟନେଲ

Key Points

ବୌଦ୍ଧରେ ଭୁଶୁଡ଼ିଲା ରାଜ୍ୟର ସର୍ବବୃହତ ନିର୍ମାଣଧୀନ ରେଳ ଟନେଲ

ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପର ଆଡେଣିଗଡ଼ରେ ଭୁଶୁଡ଼ିଛି ଟନେଲ

୫ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତ ରେଳ ଟନେଲ ଭୁଶୁଡ଼ିଛି


ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପର ଆଡେଣିଗଡ଼ରେ ଭୁଶୁଡ଼ିଛି ଟନେଲ। ୫ କିମି ଦୂରତା ବିଶିଷ୍ଟ ଓଡ଼ିଶାର ସର୍ବ ବୃହତ୍ତ ରେଳ ଟନେଲ ଭୁଶୁଡ଼ିଛି। ୩୦ ମିଟର ଗୋଲେଇର ଏକ ଗର୍ତ୍ତ ସୃଷ୍ଟି ହୋଇଛି।


ଟନେଲ ଭିତରେ ଶ୍ରମିକ କାମ କରୁଥିଲେ କି ନାହିଁ ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ଟନେଲ କାମ GIRL ନାମକ ଏକ ଠିକା ସଂସ୍ଥା କରୁଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
under-construction-railway-tunnel-collapses | Argus News