Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡିଶାରେ କଂଗ୍ରେସର ପୁରା ଟିକେଟ ନବୀନ ହିଁ ବାଣ୍ଟିଛନ୍ତି- ଧର୍ମେନ୍ଦ୍ର ପ୍ରଧାନ

Odisha

ଓଡିଶାରେ କଂଗ୍ରେସର ପୁରା ଟିକେଟ ନବୀନ ହିଁ ବାଣ୍ଟିଛନ୍ତି- ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·2 years ago·1 min read
ଓଡିଶାରେ କଂଗ୍ରେସର ପୁରା ଟିକେଟ ନବୀନ ହିଁ ବାଣ୍ଟିଛନ୍ତି- ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ନ୍ୟୁଜ ଏଜେନ୍ସି ANIକୁ ସ୍ବତନ୍ତ୍ର ସାକ୍ଷାତକାରରେ ନବୀନ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  25 ବର୍ଷ ପରେ ବି ମୌଳିକ ସୁବିଧା ଯୋଗାଇବାରେ ଫେଲ୍ ମାରିଛି ବିଜେଡି ସରକାର । ଓଡ଼ିଶାରେ ଚାଲିଛି ଆଉଟସୋର୍ସ ସରକାର । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁ ନାହାନ୍ତି ମୁଖ୍ୟ ଶାସନ ସଚିବ । 

ନବୀନଙ୍କ ରୁମକୁ ସିଧାସଳଖ ଟେଲିଫୋନ ସଂଯୋଗ ନଥିବା କହିଛନ୍ତି ଧର୍ମେନ୍ଦ୍ର । ଓଡ଼ିଶା କାହାର ଜାଗିର ନୁହେଁ, 21 ରୁ 21 ଲୋକସଭା ଓ ବିଧାନସଭାରେ ସ୍ପଷ୍ଟ ବହୁମତ ସହ ବିଜେପି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ଭରିଛନ୍ତି କେନ୍ଦ୍ରମନ୍ତ୍ରୀ । ମୋଦିଙ୍କ ଉପରେ ଓଡ଼ିଶାବାସୀଙ୍କ ଅତୁଟ ଭରସା ରହିଥିବା କହିଛନ୍ତି ଧର୍ମନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) May 30, 2024


 

Argus Whatsapp Channel Mobile Top
Sponsored
Union Minister Dharmendra Pradhan lashed out at Naveen and Pandian in a special interview with news agency ANI | Argus News