Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨ ଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
୨ ଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ

Key Points

କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ୨ ଦିନିଆ ସମ୍ବଲପୁର ଗସ୍ତ । ଆଜି ସକାଳ ୧୦ ଟାରେ ଡେବ୍ରୀଗଡ ଅଭୟାରଣ୍ୟ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ ।

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ୨ ଦିନିଆ ସମ୍ବଲପୁର ଗସ୍ତ । ଆଜି ସକାଳ ୧୦ ଟାରେ ଡେବ୍ରୀଗଡ ଅଭୟାରଣ୍ୟ ପରିଦର୍ଶନ କରିବେ କେନ୍ଦ୍ରମନ୍ତ୍ରୀ । ଅପରାହ୍ନରେ ତପସ୍ବିନୀ ହଲରେ ଶିକ୍ଷାମନ୍ତ୍ରଳାୟ ଭାରତ ସରକାର ଓ ନ୍ୟାସନାଳ ବୁକ ଟ୍ରଷ୍ଟ ଇଣ୍ତିଆ ଦ୍ଵାରା ଆୟୋଜିତ "ଦି ସାଗା ଅଫ କୁଦୋପାଲି" ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବେ ।


ସେହିପରି ଆସନ୍ତାକାଲି ସକାଳ ୧୦ ଟାରେ ଛବିଳ ସାଏ ସହିଦ ଦିବସ କୁଦୋପାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ଗାରେ ବିରାଟ ପଦଯାତ୍ରାରେ ସାମିଲ ହେବା ସହ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ନରେ ଝାରସୁଗୁଡା ଗସ୍ତ କରି ସ୍ଵର୍ଗତ କିଶୋର ମହାନ୍ତି ସ୍ମୁତି କମିଟି ସଭା କାର୍ଯ୍ୟକ୍ରମରେ ଯୋଗ ଦେଵେ । ସଂଧ୍ୟା ୬ ଟାରେ ଝାରସୁଗୁଡା ଏୟାରପୋଟରୁ ଦିଲ୍ଲି ଅଭିମୁଖେ ବାହାରିଵାର ରହିଛି କାର୍ଯ୍ୟକ୍ରମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
union-minister-dharmendra-pradhan-on-two-days-sambalpur-visit | Argus News