Videos
|
Odisha

କୁଚିଣ୍ଡାରେ ଧର୍ମେନ୍ଦ୍ରଙ୍କ ପାୱାର ସୋ' : ବିରାଟ ରାଲି ଦେଖି ଖୁସିରେ ନାଚିଲେ ଜନତା

Rashmita Mishra
Browse all articles by Rashmita Mishra
·2 years ago
କୁଚିଣ୍ଡାରେ ଧର୍ମେନ୍ଦ୍ରଙ୍କ ପାୱାର ସୋ' : ବିରାଟ ରାଲି ଦେଖି ଖୁସିରେ ନାଚିଲେ ଜନତା

କୁଚିଣ୍ଡା: କୁଚିଣ୍ଡା ରେ ବିଜେପି ର ପାୱାର ସୋ ।ର୍ନିଵାଚନ ଯେତେ ପାଖେଇ ଆସୁଛି ସଵୁ ଅଡେ ପ୍ରଚାର ପ୍ରସାର ଵଢିଵାରେ ଲାଗିଛି । ଅଜି କୁଚିଣ୍ଡାରେ ବିଜେପିର ବିଶାଳ ବାଇକ୍ ରାଲି ଅନୁଷ୍ଠିର ହୋଇଛି । ନିର୍ବାଚନ ପୂର୍ବରୁ କୁଚିଣ୍ଡା ରେ ନିଜ ଦମ ଦେଖାଇଲା ବିଜେପି। ମାରାଥନ ପ୍ରଚାର ପ୍ରସାର ସହ ବିଶାଳ ବାଇକ୍ ରାଲି ରେ ଯୋଗଦାନ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ ବନ୍ଧୁବାସପଡ଼ା ହନୁମାନ ମନ୍ଦିର ଦର୍ଶନ କରି ଆଜିର ନିର୍ବାଚନୀ ପ୍ରଚାର ପ୍ରସାର ଆରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ। ତାଙ୍କ ସହ ପ୍ରତିଷ୍ଠିତ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ରବି ନାୟକ ପ୍ରଚାରରେ ସାଲିସ ହୋଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Union Minister Dharmendra Pradhan | Argus News