Kumar purnima / ଯିଏ ନ ଶୋଇ ଚେଇଁ ରୁହେ, ମା' ଲକ୍ଷ୍ମୀ ସାଆନ୍ତାଣୀ ସନ୍ତୁଷ୍ଟ ହୁଅନ୍ତି...
·11 months ago·1 min read

Key Points
ଆକାଶରେ ତୋଫା ଜହ୍ନ...
ଭୂଇଁରେ ହସୁଥାଏ କାଶତଣ୍ଡି ଫୁଲ
ଆକାଶରେ ଭସା ମେଘ ଖଣ୍ଡ
ମେଘ ଉହାଡେ ଲୁଚି ଲୁଚି ତାରା ମେଳେ ଜହ୍ନ ଖେଳୁଥାଏ ଲୁଚକାଳି
ଏତିକି ବେଳେ ଗଭାରେ ଗଜରା, ଓଠରେ ନାଲି ଲିପଷ୍ଟିକ ଲଗେଇ
କୁଆଁରୀ କନ୍ୟା ସଜେଇ ହୁଏ
ସେହି ଜହ୍ନକୁ ଦେଖିବାକୁ ବ୍ୟାକୁଳ ହୋଇପଡେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସତରେ ଶରତର ସନ୍ଧ୍ୟା ଭାରି ମନ ଛୁଆଁ
ଜହ୍ନକୁ ଦେଖି ଚଉରା ପୂଜା କରି କୁଆଁରୀ କନ୍ୟା ସିନା ନିଜ ସ୍ୱପ୍ନ ରାଇଜରେ ଶାନ୍ତିରେ ଶୋଇପଡେ । ହେଲେ ସେହି ନିଝୁମ୍ ରାତିରେ ମା ଲକ୍ଷ୍ମୀ ସାଆନ୍ତାଣୀ ଡାକ ପକାନ୍ତି କୋଜାଗର୍ତ୍ତି... କୋଜାଗର୍ତ୍ତି ଅର୍ଥାତ୍ କିଏ ଜାଗ୍ରତ ଅଛ ? ଯିଏ ନ ଶୋଇ ଚେଇଁ ରହି ଜହ୍ନ ରାତିକୁ ଉପଭୋଗ କରେ ତା ପ୍ରତି ମା ସନ୍ତୁଷ୍ଟ ହୁଅନ୍ତି । ଆଉ ଯିଏ ଶୋଇଯାଇଥାଏ ତାକୁ ସେ ଛାଡି ଚାଲିଯାଆନ୍ତି । ସେ ବ୍ୟକ୍ତି ଲକ୍ଷ୍ମୀ ଛଡା ହେଇଯାଏ ।
କୁଆଁର ପୁନେଇକୁ ନେଇ ଏହି କାହାଣୀ ବିଷୟରେ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ...
Related Topics
Explore more stories