Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ବେନାମୀ ପଟ୍ଟା

Smruti Parija
Browse all articles by Smruti Parija
·1 year ago
CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ବେନାମୀ ପଟ୍ଟା

ଅର୍ଗସ ବ୍ୟୁରୋ:  CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀଙ୍କ ଘରେ ବେନାମୀ ପଟ୍ଟା । ଯାଞ୍ଚ ବେଳେ ମିଳିଲା ପରିବାର ନାଁରେ ନଥିବା ୧୬ଟି ଜମିର ପଟ୍ଟା । ବିଭିନ୍ନ ଲୋକଙ୍କ ନାଁରେ କିଣାଯାଇଥିବା ଜମି ପଟ୍ଟା ପାଇଲା ଭିଜିଲାନ୍ସ । ଭୁବନେଶ୍ୱରରେ ୧୦ ହଜାର ବର୍ଗଫୁଟ୍‌ରେ ୪ ମହଲା କୋଠା ଠାବ । ୧୬ ଲକ୍ଷ ଜମା, ୧.୭ ଲକ୍ଷ କ୍ୟାସ୍‌, ୨ଟି କାର୍‌ ଓ ୫ଟି ବାଇକ୍‌ ଠାବ । 

CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
unknown- land-found- of CHSE record supplier Purendra Sethi | Argus News