Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖବର ଏବେ ଏବେ....

Smruti Parija
Browse all articles by Smruti Parija
·1 year ago·1 min read
ଖବର ଏବେ ଏବେ....
  • ଭୁବନେଶ୍ବରର ଗାନ୍ଧି ମାର୍ଗରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ...ଗୃହ ଓ ସୂଚନା-ଲୋକସଂପର୍କ ବିଭାଗ ସହ ବୈଠକରେ  ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ...ଏଥର ପରେଡରେ ଭାଗ ନେବେ ୪୦ଟି କଣ୍ଟିଜେଣ୍ଟ 
  • ଆଜି ଇତିହାସ ସୃଷ୍ଟି ଲକ୍ଷ୍ୟରେ ଭାରତ...ପ୍ୟାରିସ୍ ଅଲମ୍ପିକସରେ ଭାରତୀୟ ହକି ଟିମ୍‌ର ସେମି ଫାଇନାଲ ମ୍ୟାଚ୍ ...ଜର୍ମାନୀକୁ ଭେଟିବ ଟିମ୍ ଇଣ୍ଡିଆ
  • ଆଜି ଆରମ୍ଭ ହେବ ପୁରୁଷ ଜାଭେଲିନ୍ ଥ୍ରୋ...ଡିଫେଡିଂ ଅଲିମ୍ପିକ୍ସ ଚାମ୍ପିଅନ ନୀରଜ ଚୋପ୍ରା ଓ ଓଡ଼ିଆ ପୁଅ କିଶୋର ଜେନା ଆଜି ମଇଦାନକୁ ଓହ୍ଲାଇବେ...ଓଡ଼ିଆ ପୁଅ କିଶୋରଙ୍କ ଉପରେ ସମସ୍ତଙ୍କ ନଜର
  • ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ଟ୍ରାପଲାଇନ... ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 
  • ବଢୁଛି ହୀରାକୁଦ ଜଳସ୍ତର....ସକାଳ ୬ ଟା ସୁଦ୍ଧା ୬୧୦.୧୭ ଫୁଟ ଜଳସ୍ତର....ମୋଟ ୧୪ ଟି ଗେଟରେ ଜଳ ନିଷ୍କାସନ ଜାରୀ ...ସେହିପରି ସେକେଣ୍ତ ପ୍ରତି ୨ ଲକ୍ଷ ୪୬ ହଜାର ୭୬୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି 
  • ହିରୋସୀମା ପରମାଣୁ ଆକ୍ରମଣକୁ ପୁରିଲା 79 ବର୍ଷ....ପରମାଣୁ ବୋମାରେ ଥରିଥିଲା ଜାପାନର ହିରୋସୀମା ଓ ନାଗାସାକି ...ପୁରା ବିଶ୍ୱ ହୋଇଥିଲା ଆତଙ୍କିତ
  • ଶେଖ୍ ହାସିନା ପଦ ଛାଡ଼ିବା ପରେ ଭଙ୍ଗ ହେଲା ବାଂଲାଦେଶ ସଂସଦ...ସଂସଦ ଭଙ୍ଗ ଘୋଷଣା କଲେ ବାଂଲାଦେଶ ରାଷ୍ଟ୍ରପତି...ନିଜ ଦେଶର ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା ପରେ ବାଂଲା ରାଷ୍ଟ୍ରପତିଙ୍କ ନିଷ୍ପତ୍ତି
  • ବାଂଲାଦେଶର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ କଲେ ସମୀକ୍ଷା ବୈଠକ..ମୋଦିଙ୍କ ଅଧ୍ୟକ୍ଷତାରେ ହେଲା ପ୍ରତିରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟିର ମିଟିଂ...ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍ ଶାହ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର...
  • ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଭେଟିଲେ NSA ଅଜିତ୍ ଡୋଭାଲ୍...ଶେଖ୍ ହାସିନାଙ୍କୁ ଭେଟିବା ପରେ PM ମୋଦିଙ୍କୁ ଭେଟିଲେ NSA ଡୋଭାଲ୍
  • ଆଜିବି ଓଡ଼ିଶାକୁ ଆସୁନି ଆଳୁ ଗାଡି...ଓଡିଶାକୁ ଆଳୁ ଗାଡି ପ୍ରବେଶ କରିବାକୁ ଦେଉନାହିଁ ପଶ୍ଚିମବଙ୍ଗ ପୋଲିସ 
     

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
update-news-of-today | Argus News