Videos
|
Odisha

ହଟିଲା କଟକଣା, ପୁରୁଣା ଗାଡ଼ିର ବ୍ୟବହାର ଅବଧି ୧୫ରୁ ୨୦ ବର୍ଷକୁ ବୃଦ୍ଧି

Banajyotshna Ray
Browse all articles by Banajyotshna Ray
·1 year ago
ହଟିଲା କଟକଣା, ପୁରୁଣା ଗାଡ଼ିର ବ୍ୟବହାର ଅବଧି ୧୫ରୁ ୨୦ ବର୍ଷକୁ ବୃଦ୍ଧି

Key Points

ପୁରୁଣା ଗାଡ଼ିର ବ୍ୟବହାର ଅବଧି ୧୫ରୁ ୨୦ ବର୍ଷକୁ ବୃଦ୍ଧି
ପୂର୍ବରୁ ୧୫ ବର୍ଷର ପୁରୁଣା ଗାଡ଼ି ବ୍ୟବହାର ଉପରେ ଥିଲା କଟକଣା

ପୁରୁଣା ଗାଡି ପାଇଁ କୋହଳ ହେଲା ନିୟମ । ପୂର୍ବରୁ 15ର ବର୍ଷର ପୁରୁଣା ଗାଡ଼ି ବ୍ୟବହାର କରିବା ଉପରେ ନିଷେଧାଦେଶ ଥିଲା। ପୂର୍ବରୁ ଥିବା ନିୟମକୁ ପରିର୍ବତ୍ତନ କରାଯାଇ ୨୦ବର୍ଷକୁ ବୃଦ୍ଧି କରାଯାଇଛି । ଯାହାକୁ ନେଇ ସମସ୍ତେ ଖୁସି ବ୍ୟକ୍ତ କରୁଛନ୍ତି। ରାଜ୍ୟରେ ଲକ୍ଷାଧିକ ସଂଖ୍ୟାରେ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି। ଯାହାକୁ ଲୋକେ ଆଉ ବ୍ୟବହାର କରିପାରୁନାହାନ୍ତି। ଯେହେତୁ ପୂର୍ବରୁ ନିୟମ ଥିଲା ଯେ, ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ବ୍ୟବହାର କରାଯାଇପାରିବ ନାହିଁ। ଏନେଇ ଲୋକେ ଭଲ କଣ୍ଡିସନ ଥିଲେ ଗାଡ଼ିକୁ ବ୍ୟବହାର କରିପାରୁନଥିଲେ। ହେଲେ ବର୍ତ୍ତମାନ ଏଥିରେ କୋହଳ କରିଛନ୍ତି ସରକାର। ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ବ୍ୟବହାର କରିପାରିବେ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: