Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଆଜି ଉଦ୍ଧାର ହେବେ ୪୧ ଶ୍ରମିକ !

Odisha

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଆଜି ଉଦ୍ଧାର ହେବେ ୪୧ ଶ୍ରମିକ !

Banajyotshna Ray
Browse all articles by Banajyotshna Ray
·2 years ago
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଆଜି ଉଦ୍ଧାର ହେବେ ୪୧ ଶ୍ରମିକ !

ଅର୍ଗସ ବ୍ୟୁରୋ:  ଆଜି ରାତି ସୁଦ୍ଧା ଉଦ୍ଧାର ହେବେ ଟନେଲରେ ଫସିଥିବା ସମସ୍ତ 41 ଶ୍ରମିକ। ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ଉତ୍ତରକାଶୀ ଟନେଲ୍ ଭିତରୁ ଜୀବନ ଉଦ୍ଧାର ପାଇଁ ଜାରି ରହିଛି ମିଶନ ଜୀବନ। ଦିନରାତି ଚାଲିଛି ରେସ୍କ୍ୟୁ ଅପରେସନ। ଭର୍ଟିକାଲ ଡ୍ରିଲିଂ ସହ ଟନେଲ ଭିତରେ ଜାରି ରହିଛି ମାନୁଆଲ ଡ୍ରିଲିଂ। ତେବେ ଶ୍ରମିକ ମାନଙ୍କ ପାଖରେ 8ଶହ MMର ପାଇପ୍ ପହଞ୍ଚି ସାରିଥିବା ନେଇ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ହାତରେ ମୋଟ୍ 52 ମିଟର ଖୋଳାଯାଇଛି। ତେବେ ଆଜି ରାତି ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯିବାର ସମ୍ଭାବନା ରହିଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଦେଶ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Uttarakhand Chief Minister's information, 41 workers will be rescued today! | Argus News