Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଲକାନଗିରି ମୋଟୁରୁ ମୂଲ୍ୟବାନ ଧଳା ପଥର ଜବତ,୬ ଗିରଫ

Odisha

ମାଲକାନଗିରି ମୋଟୁରୁ ମୂଲ୍ୟବାନ ଧଳା ପଥର ଜବତ,୬ ଗିରଫ

Sangram Tripathy
Browse all articles by Sangram Tripathy
·1 year ago
ମାଲକାନଗିରି ମୋଟୁରୁ ମୂଲ୍ୟବାନ ଧଳା ପଥର ଜବତ,୬ ଗିରଫ

ଅର୍ଗସ ବ୍ୟୁରୋ: ମାଲକାନଗିରି ମୋଟୁରୁ ମୂଲ୍ୟବାନ ଧଳା ପଥର ଜବତ । ଗତକାଲି ମଧ୍ୟରାତ୍ରିରେ ACF ମନସୁନ ଖେମୁଣ୍ଡୁଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ମୁରଲୀଧର ଅନୁଗୁଳିଆଙ୍କ ନେତୃତ୍ବରେ ଚଢ଼ାଉ। ଦୁଇଟି ହାଇଓ୍ବା, ଗୋଟିଏ ଜେସିବି ସହ ୬ ଜଣଙ୍କୁ ଗିରଫ କରିଛି ମୋଟୁ ବନ ବିଭାଗ । ଜବତ ଧଳା ପଥରର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ ହେବା ନେଇ ଅନୁମାନ କରାଯାଉଛି। ମୋଟୁ ନିକଟସ୍ଥ ପୁସୁଗୁଡାରୁ ବିଜୟୱାଡା ଚାଲାଣ ବେଳେ ଜବତ କରିଛି ବନବିଭାଗ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Valuable white stones seized from Malkangiri Motu, 6 arrested | Argus News