Videos
|
Odisha

ବାଣିବିହାରରେ ଜବରଦଖଲ ଉଚ୍ଛେଦ

Rashmita Mishra
Browse all articles by Rashmita Mishra
·1 year ago
ବାଣିବିହାରରେ ଜବରଦଖଲ ଉଚ୍ଛେଦ

Key Points

ବାଣୀବିହାରରେ ଜବରଦଖଲ ଉଚ୍ଛେଦ
ବିଶ୍ବବିଦ୍ୟାଳୟ ପରିସରରୁ ଉଚ୍ଛେଦ ଜବରଦଖଲ କ୍ବାର୍ଟର୍ସ
ବସ୍ତିରେ ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ବିଏମ୍‌ସି ସହ ଆଲୋଚନା

ଆଜି ବାଣିବିହାରରେ ଜବରଦଖଳ ଉଚ୍ଛେଦ ଚାଲିଛି । ଆଜି ପାଖାପାଖି ଦିନ ୧୧ ରେ ବାଣୀବିହାର କ୍ୟାମ୍ପସ୍ ରୁ କ୍ବାଟର ଖାଲି ପାଇଁ ପ୍ରକ୍ରିୟା ଆରମ୍ଭ ହେବ । କୁଳପତିଙ୍କ ସୂଚନା ଅନୁଯାୟୀ ଆଜି ବିଶ୍ୱବିଦ୍ୟାଳୟ ପରିସରରୁ କେବଳ ଜବର ଦଖଲ ହୋଇଥିବା କ୍ବାଟର ଗୁଡିକର ଉଚ୍ଛେଦ କରାଯାଇଛି ।


ଏଥିସହ ବସ୍ତିରେ ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ବିଏମସି ସହ ଆଲୋଚନା ହୋଇଛି। କମିଶନର ସମସ୍ତ ତଥ୍ୟ ମଧ୍ୟ ନେଇଛନ୍ତି । ଏବେ ଭୁବନେଶ୍ବର ମହାନଗର ନିଗମ ବାଣୀବିହାର କ୍ୟାମ୍ପସରୁ ବସ୍ତି ଉଚ୍ଛେଦ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ ।

ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Encroachment Eviction Drive at vanibihar Today | Argus News | Argus News