ଜୟପୁର ପ୍ରଗଳା ମୁଖ୍ୟ ରାସ୍ତାରେ ବାଘ ବୁଲୁଥିବା ଭିଡିଓ ଭାଇରାଲ
·1 year ago

ରାସ୍ତାରେ ବୁଲୁଛି ବାଘ । କଟକ ନରସିଂହପୁର ବ୍ଲକ୍ ଜୟପୁର ପ୍ରଗଳା ମୁଖ୍ୟ ରାସ୍ତାରେ ବୁଲୁଛି ବାଘ। ଗତକାଲି ବିଳମ୍ବିତ ରାତିରେ ବାଘ ବୁଲୁଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ପୂର୍ବରୁ ବିଭିନ୍ନ ସମୟରେ ବାଘର ପାଦ ଚିହ୍ନ ଲୋକେ ଦେଖିଥିବା ସୂଚନା ମିଳିଛି ।
ନରସିଂହପୁର ପଶ୍ଚିମ ବନାଞ୍ଚଳ ଜୟପୁର ବିଟ୍ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: