Videos
|
Odisha

କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢାଉ

Rashmita Mishra
Browse all articles by Rashmita Mishra
·1 year ago
କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢାଉ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ  । ଏକକାଳୀନ 7ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । 

ଭୁବନେଶ୍ୱର, କେଉଁଝର, ଭବାନୀପାଟଣା ସମେତ ଯାଜପୁର ରେ ଚାଲିଛି ଚଢ଼ଉ । କେନ୍ଦୁଝର ଜଗନ୍ନାଥପୁରରେ ଠାବ ହୋଇଛି ଦୁଇମହଲା ଘର, ଭୁବନେଶ୍ୱର କୋରଡ଼କାଣ୍ଟା ରେ 4ମହଲା ଘର, କେଉଁଝର ମଦନପୁର ରେ ଫାର୍ମ ହାଉସ, ଯାଜପୁର ରେ ପୈତୃକ ଘର, ଭବାନୀପାଟଣାରେ ଭଡ଼ା ଘର ସମେତ କେନ୍ଦୁଝର ଅଫିସରେ ରେଡ୍ ହେଉଛି । 
 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Vigilance raid at Keonjhar Junior Mining Officer Padmanab Hota's house | Argus News