ଭୋକାଲ୍ ଫର୍ ଲୋକାଲ୍ ପ୍ରଭାବ,ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷତି ସହିଲାଣି ଚୀନ୍
·1 year ago

ଅର୍ଗସ ବ୍ୟୁରୋ:ଭୋକାଲ୍ ଫର୍ ଲୋକାଲ୍ ପ୍ରଭାବ ଦେଖିବାକୁ ମିଳୁଛି। ଆଲୋକର ପର୍ବ ଦୀପାବଳି ପାଇଁ ସ୍ଥାନୀୟ ସାମଗ୍ରୀ କିଣିବାକୁ ବଢୁଛି ଜନସାଧାରଣଙ୍କ ଆଗ୍ରହ,ବିଦେଶୀ ସାମଗ୍ରୀ ପ୍ରତି ଧିରେ ଧିରେ ମୁହଁ ଫେରାଉଛନ୍ତି ଗ୍ରାହକ। ଫଳରେ ବିଦେଶୀ ବଦଳରେ ଦେଶୀ କାରିଗର ହେଉଛନ୍ତି ଲାଭବାନ। ଏବା ଦ୍ବାରା ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷତି ସହିଲାଣି ଚୀନ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: