Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁଶୁଡ଼ିଲା କଟକ ଶିଶୁ ଭବନର ନୂତନ ବିଲ୍ଡିଂର କାନ୍ଥ

Rashmita Mishra
Browse all articles by Rashmita Mishra
·1 year ago·1 min read
ଭୁଶୁଡ଼ିଲା କଟକ ଶିଶୁ ଭବନର ନୂତନ ବିଲ୍ଡିଂର କାନ୍ଥ

Key Points

ଭୁଶୁଡ଼ିଲା ଶିଶୁ ଭବନର ବିଲ୍ଡିଂର କାନ୍ଥ
ଭୁଶୁଡ଼ିଲା କଟକ ଶିଶୁ ଭବନର ନୂତନ ବିଲ୍ଡିଂର କାନ୍ଥ
ଲଗାଣ ବର୍ଷା ସମୟରେ ଭୁଶୁଡ଼ି ପଡ଼ିଛି କାନ୍ଥ
ପୂର୍ବ ସରକାରଙ୍କ ସମୟରେ ତିଆରି ହୋଇଥିଲା ବିଲ୍ଡିଂ

କଟକ ଶିଶୁ ଭବନର ନୂତନ ବିଲ୍ଡିଂର ଭୁଶୁଡ଼ିଲା କାନ୍ଥ। ଲଗାଣ ବର୍ଷା ସମୟରେ କାନ୍ଥ ଭୁଶୁଡ଼ି ପଡ଼ିଛି । ପୂର୍ବ ସରକାରଙ୍କ ସମୟରେ ତିଆରି ହୋଇଥିଲା ଶିଶୁ ଭବନର ଏହି ନୂତନ ବିଲ୍ଡିଂ । ଆଜି ସହରରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଲା ନୂତନ ବିଲ୍ଡିଂର କାନ୍ଥ। ଏହି ସମୟରେ ବିଲ୍ଡିଂ ତଳେ ଥିବା ଦୁଇ ଚକିଆ ଗାଡ଼ି ଭାଙ୍ଗି ଯାଇଛି ।


ଆଜି ଅପରାହ୍ନ ରେ ସହରରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଲା ନୂତନ ବିଲ୍ଡିଂର କାନ୍ଥ। ଏହି ସମୟରେ ବିଲ୍ଡିଂ ତଳେ ଥିବା ୧୦ ଟି ଦୁଇ ଚକିଆ ଗାଡ଼ି ଭାଙ୍ଗି ଯାଇଛି । କାନ୍ଥ ଭୁଡିବାରେ କାହାର କୌଣସି କ୍ଷୟକ୍ଷତି ଘଟି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
wall-of-new-building-of-cuttack-sishu-bhawan-collapses | Argus News