Videos
|
Odisha

ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ

Ritu Das
Browse all articles by Ritu Das
·1 year ago
ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ

ଅର୍ଗସ ବ୍ୟୁରୋ: ଆନନ୍ଦପୁର ପୌରପରିଷଦ ୧୬ ନମ୍ବର ୱାର୍ଡ ଶୈଲଙ୍ଗ ଗାଁର କୌଶଲ୍ୟା ସା ନାମକ ଅସହାୟ ମହିଳାଙ୍କ ଘର କାନ୍ଥ ଲଗାଣ ବର୍ଷାରେ ଭାଙ୍ଗି ଯାଇଛି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୌଶଲ୍ୟା। ଘରେ ନାଁ ଶୋଇ ପାରୁଛନ୍ତି ନାଁ ରୋଷେଇ କରି ଖାଇ ପାରୁଛନ୍ତି। 

ବର୍ଷା ଯୋଗୁ ବିଧବା ମହିଳା ଜଣକ ବାର ଦୁଆର ବୁଲୁଥିବା ବେଳେ ତୁରନ୍ତ ତାଙ୍କୁ ଜରି ପାଲଟିଏ ଯୋଗାଇବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାକୁ ଅନୁରୋଧ ରଖିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Walls Collapsed | Argus News