Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଘରେ ଏମିତି ବନାନ୍ତୁ ବସନ୍ତୀ ପୁଲାଉ ସହ ଚିକେନ୍ ଡାର୍କ ବଙ୍ଗଲୋ

Odisha

ଘରେ ଏମିତି ବନାନ୍ତୁ ବସନ୍ତୀ ପୁଲାଉ ସହ ଚିକେନ୍ ଡାର୍କ ବଙ୍ଗଲୋ

Smruti Parija
Browse all articles by Smruti Parija
·1 year ago·1 min read
ଘରେ ଏମିତି ବନାନ୍ତୁ ବସନ୍ତୀ ପୁଲାଉ ସହ ଚିକେନ୍ ଡାର୍କ ବଙ୍ଗଲୋ

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପ୍ରଥମ  କୁକିଙ୍ଗ୍ ରିୟାଲିଟି ସୋ'  ସ୍ୱାଦ ଓଡ଼ିଶା ସିଜନ-୨ । ଯେଉଁଠି ଆପଣ ଦେଖିବାକୁ ପାଇବେ ଓଡିଶାର ଖାଣ୍ଟି ଓଡିଆ ବ୍ୟଞ୍ଜନ । ଭଳିକି ଭଳି ଦେଶୀ ରେସିପିର କିଛି ନୂଆ ଭେରାଇଟି...ଭିନ୍ନ ଅନ୍ଦାଜରେ । ଖାଲି ଓଡିଶା ନୁହେଁ ଗୁଜୁରାଟୀ, ପଞ୍ଜାବ, ଆସାମ, ମେକ୍ସିକାନ୍ ଭଳି ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟ ମଧ୍ୟ ଆପଣ ଦେଖିବାକୁ ପାଇବେ । ଯାହା ଆପଣ ଘରେ ମଧ୍ୟ ବନାଇପାରିବେ । 


ସେଥିମଧ୍ୟରୁ ଗୋଟେ ଡିସ୍ ହେଉଛି ବାସନ୍ତୀ ପୁଲାଉ ସହ ଚିକେନ ଡାର୍କ ବଙ୍ଗଲୋ ଓ ଘୋଳ ଦହି । ଯାହା ପଶ୍ଚିମବଙ୍ଗର ଏକ ପାରମ୍ପରିକ ଖାଦ୍ୟ । ଏହି ଚିକେନ ଝୋଳ ଦେଖିବାକୁ ଟିକେ କଳା । ବଡ ବଡ ପିସ୍ ରେ ଚକେନ କଟା ହୋଇଥିବାବେଳେ ଏଥିରେ ପଡେ ଆଳୁ । ଆଉ ଏଥିରେ ପଡେ ବହୁତ ପରିମାଣର ଦହି । ଗନ୍ଧରାଜ ଲେମ୍ବୁ ବିନା ବେଙ୍ଗଲରେ କୌଣସି ବି ଖାଦ୍ୟ ପ୍ରସ୍ତୁତ ହୁଏନି । ତେବେ ଆମ ପ୍ରତିଯୋଗୀ ଏହି ଛୋଟ ଛୋଟ ଜିନିଷକୁ ଆଖି ଆଗରେ ରଖି କିପରି ପ୍ରସ୍ତୁତ କରିଛନ୍ତି ଚିକେନ ଡାର୍କ ବଙ୍ଗଲୋ ଓ ବସନ୍ତୀ ପୁଲାଉ । ତେବେ ଦେଖିବାକୁ ଜମାରୁ ଭୁଲିନ୍ତୁନି ସ୍ୱାଦ ଓଡିଶା ସିଜିନ୍ -02 ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 


ପ୍ରତ୍ୟେକ  ରବିବାର ଅପରାହ୍ନ ୧ଟା ୩୦ ଏବଂ  ପୁନଃ ପ୍ରସାରଣ ସମୟ ଶୁକ୍ରବାର ରାତି ୯ଟା ୩୦ ଏବଂ  ଶନିବାର ଅପରାହ୍ନ  ୩.୩୦ ରେ କେବଳ ଅର୍ଗସ  ନ୍ୟୁଜରେ । ଏହାଛଡା ଆପଣ ୟୁଟ୍ୟୁଜ, ଫେସବୁକ୍ ଓ ଇନଷ୍ଟାଗ୍ରାମ୍ ରେ ମଧ୍ୟ ଏହାର ବିଭିନ୍ନ ଏପିସୋଡ Shorts ଓ Video ମାଧ୍ୟମରେ ଦେଖିପାରିବେ । ଏବଂ ଘରେ ଏଭଳି ସୁଆଦିଆ ଖାଇବା ବନେଇ ଆପଣଙ୍କ ପ୍ରିୟଜନଙ୍କୁ ଖୁଆଇପାରିବେ । 

Argus Whatsapp Channel Mobile Top
Sponsored
watch-unique-recepies-of-westbengal-chicken-dark-banglow-with-basanti-pullao | Argus News