Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Weather Update:ସକାଳୁ ସକାଳୁ ପ୍ରବଳ ଗରମ

Smruti Parija
Browse all articles by Smruti Parija
·1 year ago
Weather Update:ସକାଳୁ ସକାଳୁ ପ୍ରବଳ ଗରମ

Key Points

ସକାଳୁ ସକାଳୁ ପ୍ରବଳ ଗରମ

ପୁରୀରେ ସବୁଠାରୁ ଅଧିକ ତାପମାତ୍ରା

ଭୁବନେଶ୍ୱରରେ ତାପମାତ୍ରା 32°C

ସକାଳୁ ସକାଳୁ ପ୍ରବଳ ଗରମ । ଗୁଳୁଗୁଳିକୁ ଟାଇଁ ଟାଇଁ ଖରା । ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଏଇ କିଛି ଦିନ ହେବ ତାପମାତ୍ରା ଏତେ ବଢିଯାଇଛି ଘରେ ହେଉ କି ବାହାରେ ରହିବା ମୁସ୍କିଲ ହୋଇପଡିଲାଣି । 

ଆଜି ସକାଳ 8ଟା 30 ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା 32°C ଏବଂ ଆଦ୍ରତା 73.6% ରହିଛି । ସେହିପରି ପୁରୀରେ ସବୁଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି ।


ଆଜି ସକାଳ 8ଟା 30 ସୁଦ୍ଧା ତାପମାତ୍ରା

ପୁରୀ 34.4°C

ବାଲେଶ୍ୱର 33°C

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚାନ୍ଦବାଲି 32.8°C

ଭୁବନେଶ୍ୱର 32°C

ଗୋପାଳପୁର 31.8°C

ପାରାଦ୍ୱୀପ 31.8°C


Sponsored
weather-update-highest-temperature-recorded-in-puri | Argus News