Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖାଲି ପେଟରେ ପ୍ରତ୍ୟେକ ଦିନ ବାଦାମ ଖାଇଲେ କଣ ହେବ ? 

Manini Pattanayak
Browse all articles by Manini Pattanayak
·1 year ago·1 min read
ଖାଲି ପେଟରେ ପ୍ରତ୍ୟେକ ଦିନ ବାଦାମ ଖାଇଲେ କଣ ହେବ ? 

ନୂଆଦିଲ୍ଲୀ: ଖାଲି ପେଟରେ ପ୍ରତ୍ୟେକ ଦିନ ବାଦାମ ଖାଇଲେ  ଶରୀରରେ ହେବ  ଆଶ୍ଚର୍ଯ୍ୟଜନକ ଭାବେ ଟ୍ରାନ୍ସଫରମେଶନ ।  ବାଦାମ  ଏକ ବହୁତ ଟେଷ୍ଟୀ ଏବଂ ପପୁଲାର ଡ୍ରାଇ ଫ୍ରୁଟ। ଯାହା ଶରୀରକୁ  ଏକ ନୁହେଁ କି ଦୁଇ ନୁହେଁ   ଅନେକ  ଫାଇଦା  ଦେଇଥାଏ।  ବାଦାମରେ ୧୫୨ ପ୍ରୋଟିନ୍‌, ୧୫ ଗ୍ରାମ କାର୍ବୋହାଇଡ୍ରେଟ୍‌, ୬ ଗ୍ରାମ  ଫାଇଭର ସମେତ  ଅନ୍ୟ ଭିଟାମିନ୍‌ ଏବଂ ମିନେରାଲ୍ସ ରହିଥାଏ   ।

ବାଦାମରେ  ଭିଟାମିନ୍‌ ଇ, ଭିଟାମିନ୍‌ ବି ୨,  ମ୍ୟାଗ୍ନେଶିୟମ , ଫସଫରସ୍‌, ପୋଟାଶିୟମ ରହିଥାଏ। ଯାହା ହାଡକୁ ପୋଷଣ ଦେଇଥାଏ ଏବଂ ମଜଭୁତ କରିଥାଏ।   ବାଦାମ  ଖାଇବା ପରେ ବ୍ଲଡ ସୁଗାର ର ସ୍ପାଇକ୍‌ କୁ ନିୟନ୍ତ୍ରିତ କରିବାରେ  ସହାୟକ ହୋଇଥାଏ।  ଯାହା ଡାଇବେଟିସ୍‌ ରୋଗିଙ୍କ ପାଇଁ ବେସ୍‌ ଲାଭ ଦାୟକ।  ବାଦାମରେ  ଫାଇବର ଥାଏ  ଯାହା ପେଟ ପାଇଁ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇଥାଏ ।  ବାଦାମର ଯଦି ଅଧିକ ଫାଇଦା ପାଇବା ପାଇଁ ଚାହୁଁଛନ୍ତି ତେବେ ଏହାକୁ ରାତିରେ ପାଣିରେ ଭିଜାଇ ସାକଳେ ଖାଆନ୍ତୁ ପ୍ରଚୁର ଲାଭ ମିଳିବ।   

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
what will be the effect on the body if you eat almonds on an empty stomach for 15 days | Argus News