Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଣେଶ ପୂଜା କରିବାକୁ ସ୍କୁଲ୍ ଗଲା ବେଳେ ମହୁମାଛି ଆକ୍ରମଣରେ ତିନି ଛାତ୍ରୀ ଗୁରୁତର

Rashmita Mishra
Browse all articles by Rashmita Mishra
·1 year ago
ଗଣେଶ ପୂଜା କରିବାକୁ ସ୍କୁଲ୍ ଗଲା ବେଳେ ମହୁମାଛି ଆକ୍ରମଣରେ ତିନି ଛାତ୍ରୀ ଗୁରୁତର

ଅର୍ଗସ ବ୍ୟୁରୋ: ବାଙ୍କୀ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁରା ରଘୁନାଥ ଦେବତା ଉଚ୍ଚ ବିଦ୍ୟାଳୟ କୁ ଛାତ୍ରୀ ମାନେ ଏକାଠି ଚାଲି ଚାଲି ଗଣେଶ ପୂଜା କରିବାକୁ ଯାଉଥିଲେ। ସ୍କୁଲ୍ ପରିସର ରେ ଛାତ୍ର ମାନେ ବାଣ ଫୁଟାଇବାରୁ ପାଖରେ ଥିବା ଗଛ ରେ ମହୁମାଛି ବସା ଥିବାରୁ ବାଣ ର ପ୍ରକୋପ ବସା ରେ ପଡ଼ିବାରୁ ସଙ୍ଗେ ସଙ୍ଗେ ମହୁମାଛି ଦଳ ମାଡ଼ି ଆସିବାରୁ ଛାତ୍ରୀ ମାନ ଙ୍କୁ ଆକ୍ରମଣ କରିଥିଲେ। ଛାତ୍ରୀ ଙ୍କ ମୁଣ୍ଡ ଓ ହାତ କୁ କାମୁଡିବାରୁ ଛାତ୍ରୀ ମାନେ ଚିତ୍କାର କରିବାରୁ ସ୍କୁଲ୍ ଶିକ୍ଷକ ମାନେ ବାହାରି ଆସି ସଙ୍ଗେ ସଙ୍ଗେ ବାଙ୍କୀ ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିଲେ। ଜଣ ଙ୍କ ର ସାମାନ୍ୟ୍ ସୁସ୍ଥ ହେଉଥିବା ବେଳେ ଆଉ ଦୁଇଜଣ ଛାତ୍ରୀ ଶୋଇ ରହିଛନ୍ତି। ଆନୁଷଙ୍ଗିକ ଚିକିତ୍ସା କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
While going to school to worship Ganesha, three students were seriously attacked by bees | Argus News