Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 4 ବାଘ ଛୁଆକୁ ଜନ୍ମ ଦେଲା ବାଘୁଣୀ ରୁପା 

Odisha

4 ବାଘ ଛୁଆକୁ ଜନ୍ମ ଦେଲା ବାଘୁଣୀ ରୁପା 

Smruti Parija
Browse all articles by Smruti Parija
·1 year ago
4 ବାଘ ଛୁଆକୁ ଜନ୍ମ ଦେଲା ବାଘୁଣୀ ରୁପା 

ଭୁବନେଶ୍ୱର: ମା' ହେଲା ରୁପା । ନନ୍ଦନକାନନରେ 4 ବାଘ ଛୁଆକୁ ଜନ୍ମ ଦେଲା ବାଘୁଣୀ ରୁପା । ସମସ୍ତ ଶାବକ ସୁସ୍ଥ ଅଛନ୍ତି ।  ମା' ରୁପା ସହ 4 ବାଘ ଶାବକଙ୍କୁ ସିସିଟିଭି ନଜରରେ ରଖାଯାଇଛି । ଧଳା ବାଘୁଣୀ ରୁପା ତୃତୀୟ ଥର ପାଇଁ ମା' ହୋଇଥିବା ଜଣାପଡିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
White tigress “Rupa”-gave-birth-of-four-tigress-at-nandankanan | Argus News