Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାହାକୁ ମିଳିବ ରାଜ୍ୟ ସରକାରଙ୍କ ନୂଆ ଯୋଜନା ଅନ୍ତ୍ୟୋଦୟ ଗୃହ ଯୋଜନା ?

Odisha

କାହାକୁ ମିଳିବ ରାଜ୍ୟ ସରକାରଙ୍କ ନୂଆ ଯୋଜନା ଅନ୍ତ୍ୟୋଦୟ ଗୃହ ଯୋଜନା ?

Smruti Parija
Browse all articles by Smruti Parija
·1 year ago
କାହାକୁ ମିଳିବ ରାଜ୍ୟ ସରକାରଙ୍କ ନୂଆ ଯୋଜନା ଅନ୍ତ୍ୟୋଦୟ ଗୃହ ଯୋଜନା ?

ଭୁବନେଶ୍ୱର: କାହାକୁ ମିଳିବ ରାଜ୍ୟ ସରକାରଙ୍କ ନୂଆ ଯୋଜନା ଅନ୍ତ୍ୟୋଦୟ ଗୃହ ଯୋଜନା । ବିଭାଗୀୟ ମନ୍ତ୍ରୀ ରଖିଲେ ବିସ୍ତୁତ ତଥ୍ୟ । କୌଣସି ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କରି ଦେଲା, ବିଭିନ୍ନ କାରଣରୁ ଘର ପୋଡ଼ିଯିବ ସେହି ସବୁ ଲୋକଙ୍କୁ ମିଳିବ ରାଜ୍ୟ ସରକାରଙ୍କ ନୂଆ ଯୋଜନା ଅଅନ୍ତ୍ୟୋଦୟ ଗୃହ ଯୋଜନା । ପୂର୍ବରୁ ଏହି ସବୁ କ୍ଷତି ଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନଥିଲା।  ଆମ ସରକାର ସେହି ସବୁ ଲୋକଙ୍କ ପାଇଁ ନୂଆ ଯୋଜନା ଆଣିଛନ୍ତି ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ।  

ପ୍ରଥମ ପର୍ଯ୍ୟାୟରେ 500 ଗାଁକୁ ଉନ୍ନତ କରିବା ସରକାରଙ୍କ ଲକ୍ଷ୍ୟ

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who will get the new state government's new housing scheme? | Argus News